ଆମେରିକା ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ

ଆମେରିକା ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ

#ଆମେରିକା_ଭାରତୀୟମାନଙ୍କୁ_ବିଶ୍ୱସ୍ତ_ବନ୍ଧୁ_ବୋଲି+ବିବେଚନା_କରେ  ଅହମ୍ମଦାବାଦ: ‘ଭାରତ ଲାଗି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ।’ ଅହମଦାବାଦସ୍ଥିତ ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍‌ରେ ୧.୨୫ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ ଭାଷଣ ପରେ […]

Continue Reading