ଆଫଗାନ ସେନା ଉପରେ ଆକ୍ରମଣ ଜାରି ରହିବ : ତାଲିବାନ

ଆଫଗାନ ସେନା ଉପରେ ଆକ୍ରମଣ ଜାରି ରହିବ : ତାଲିବାନ

#ଆଫଗାନ_ସେନା_ଉପରେ_ଆକ୍ରମଣ_ଜାରି_ରହିବ     କାବୁଲ : ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଗତ ଶନିବାରଦିନ ହୋଇଥିବା ଚୁକ୍ତି ବିଫଳ ହେବା ଆଶଙ୍କା ଦେଖାଦେଇଛି । ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ବଢିଚାଲିଥିବାରୁ ଉଭୟ ପକ୍ଷ ଏହି ସର୍ତ୍ତମାନିବା ନେଇ ଆଶଙ୍କା ଦେଖାଦେଇଛି । ସୋମବାରଦିନ ତାଲିବାନ ପକ୍ଷରୁ କୁହାଯାଇଛି ଯେ କେବଳ ବିଦେଶୀ ସୈନିକମାନଙ୍କ ଉପରେ କୌଣସି ଆକ୍ରମଣ ହେବ ନାହିଁ, କିନ୍ତୁ ସରକାରୀ ଆଫଗାନ ସୈନ୍ୟମାନଙ୍କ ଉପରେ ଆକ୍ରମଣ ଜାରି ରହିବ । […]

Continue Reading