ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ରାସ୍ତା ଅବରୋଧ କରାଯାଇପାରିବ ନାହିଁ

#ଆନ୍ଦୋଳନ_କରିବାର_ଅଧିକାର_ଅଛି,_କିନ୍ତୁ_ରାସ୍ତା_ଅବରୋଧ_କରାଯାଇପାରିବ ନାହିଁ   ନୂଆଦିଲ୍ଲୀ: ନୂଆଦିଲ୍ଲୀର ଶାହିନ ବାଗରେ ଚାଲିଥିବା ସିଏଏ ବିରୋଧି ଆନ୍ଦୋଳନ ବି‌ରୋଧରେ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କ  ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ଆନ୍ଦୋଳନ ନାମରେ ରାସ୍ତା  ଅବରୋଧ କରିହେବ ନାହିଁ | ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖଠାରୁ ସିଏଏ ବିରୋଧି ଆନ୍ଦୋଳନକାରୀ ଶହିନବାଗରେ ରାସ୍ତା ବନ୍ଦ କରି ରଖିଛନ୍ତି, ଫଳରେ ସ୍ଥାନୀୟ […]

Continue Reading