ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

#ଆଜି_ନାମାଙ୍କନ_ପତ୍ର_ଦାଖଲ       ଭୁବନେଶ୍ୱର : ଆସନ୍ତାକାଲି ବିଜେଡିର ୪ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ବିଜେଡିର ସମସ୍ତ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ଏକପ୍ରକାର ନିଶ୍ଚିତ ହୋଇଛି। ସଂଖ୍ୟା ନଥିବାରୁ କଂଗ୍ରେସ ଓ ସିପିଏମ ଏହି ନିର୍ବାଚନରେ ଭୋଟ୍ ଦାନରୁ ବିରତ ରହିବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ବିଜେପି ଯଦିବି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଦିଏ ଅବା ଭୋଟଗ୍ରହଣରେ ସାମିଲ ହୁଏ ତଥାପି ବିଜେଡି ନିଜର ପ୍ରଥମ […]

Continue Reading