ଅବକାରୀ ବିଭାଗ ପକ୍ଷରୁ ୩୭୨ ବୋତଲ ଚୋରା ମଦ ଜବତ

ଅବକାରୀ ବିଭାଗ ପକ୍ଷରୁ ୩୭୨ ବୋତଲ ଚୋରା ମଦ ଜବତ

#ଅବକାରୀ_ବିଭାଗ_ପକ୍ଷରୁ_୩୭୨_ବୋତଲ_ଚୋରା_ମଦ_ଜବତ         କେନ୍ଦ୍ରାପଡା    :   ସମଗ୍ର ଜିଲ୍ଲାରେ ଲଡ ଡାଉନମ ଥିବାବେଳେ ମଦ ଦୋକାନ ଗୁଡିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରିଥିବା ବେଳେ ଚୋରା ମଦ ବେପାରୀ ବିଭିନ୍ନ ଯାଗାରେ ରହି ୨ ଗୁଣ ରେଟ ରେ ମଦ ବିକ୍ରି କରୁଛନ୍ତି । ଅଭିଯୋଗ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଅଙ୍ଗୁଳାଇ ଗ୍ରାମର ନିରଞ୍ଜନ ସାହୁ ଏବଂ ମନୋଜ ବେହେରାଙ୍କ ନିକଟରୁ ୩୭୨ ବୋତଲ ଚୋରା ମଦ ଜବତ କରି ଏହି ୨ […]

Continue Reading