ଦଳୀୟ ପତାକା ଲଗାଇ ମାକ୍ସ ଓ ସାନିଟାଇଜର ବଣ୍ଟନ କରି ଅଡୁଆରେ ସରପଞ୍ଚ

ଦଳୀୟ ପତାକା ଲଗାଇ ମାକ୍ସ ଓ ସାନିଟାଇଜର ବଣ୍ଟନ କରି ଅଡୁଆରେ ସରପଞ୍ଚ

#ଅଡୁଆରେ_ସରପଞ୍ଚ          ପିପିଲି : ( ବିଜୟ କୁମାର ମହାପାତ୍ର )  ପିପିଲି ସବୁ ସମୟରେ ରାଜ୍ୟରେ ଚର୍ଚ୍ଚାରେ ରହିଛି । ଖୁବ ନିକଟରେ ପିପିଲି ଦାନ ଗହୀର ଗ୍ରାମରେ କୋରନା ରୋଗୀ ଚିହ୍ନଟ ହୋଇ ରାଜ୍ୟ ଓ ଜିଲ୍ଲାରେ ଚର୍ଚ୍ଚାରେ ରହିଥିବା ବେଳେ ପୁଣି ଏକ କୋରନା ସମୟରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି । ଲକ୍ଷ୍ମୀନାରାୟଣପୁର ପଂଚାୟତର ସରପଂଚ ଶୁଭାଶିଷ ରଥ ବିଜେପି ଦଳୀୟ ପତକା ଓ ଉତ୍ତରୀୟ ବେକରେ ପକାଇ କୋରନା ସମୟରେ କର୍ମିମାନଙ୍କୁ […]

Continue Reading