ଆଜିଠୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

୭ ଯାଏ ବର୍ଷା, ୮ରୁ ଶୁଖିଲା ପାଗ

#୭_ଯାଏ_ବର୍ଷା,_୮_ରୁ_ଶୁଖିଲା_ପାଗ   ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଏକାଧିକ ଜିଲ୍ଲା ଭିଜିଛି। ଏହାର ପ୍ରଭାବ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୮ ତାରିଖରୁ ପାଗ ଶୁଖିଲା ରହିବ। ଦିନରେ ତାପମାତ୍ର ବଢ଼ିବ। ପଶ୍ଚିମବଙ୍ଗର ଗାଙ୍ଗେୟ […]

Continue Reading