ଛାତ୍ର ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୬୦ୟୁନିଟ ରକ୍ତ ସଂଗ୍ରହ

ଛାତ୍ର ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୬୦ୟୁନିଟ ରକ୍ତ ସଂଗ୍ରହ

#ଜୀବନ_ବିନ୍ଦୁ_କାର୍ଯ୍ୟକ୍ରମ,_୬୦_ୟୁନିଟ_ରକ୍ତ_ସଂଗ୍ରହ        ପିପିଲି  ( ବିଜୟ କୁମାର ମହାପାତ୍ର )ରାଜ୍ୟରେ କରୋନା ପାଇଁ ଦେଖାଦେଇଥିବା ରକ୍ତ ଅଭାବ ପୂରଣ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଦେଇଥିବା ଡାକରାରେ ବିଜୁ ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲାରୁ ୩୦୦ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଶିଷ ଖୁଣ୍ଟିଆ ପିପିଲିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । ସ୍ଥାନିୟ ବିଧାୟକ ତଥା ପୁର୍ବତନମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନିଦ୍ଦେର୍ଶକ୍ରମେ ପିପିଲି ଛାତ୍ର ବିଜେଡି […]

Continue Reading