ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି,୪ ହଜାର ତବଲିକ ଜମାତି ମୁକ୍ତ ହେବେ

ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି,୪ ହଜାର ତବଲିକ ଜମାତି ମୁକ୍ତ ହେବେ

#ଦିଲ୍ଲୀ_ସରକାରଙ୍କ_ନିଷ୍ପତ୍ତି,_୪_ହଜାର_ତବଲିକ_ଜମାତି_ମୁକ୍ତ_ହେବେ               ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି। କ୍ୱାରେଣ୍ଟାଇନରେ ଥିବା ୪୦୦୦ ତବଲିକ ଜମାତିଙ୍କୁ  ଖୁବଶୀଘ୍ର ଛାଡ଼ିଦିଆଯିବ । ସରକାରୀ ଗାଇଡଲାଇନ ଅନୁସାରେ ସେମାନେ  କ୍ୱାରାଣ୍ଟାଇନ ସମୟ ପୂରଣ କରିଥିବାରୁ ସେମାନଙ୍କୁ ଛାଡ଼ିଦେବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ସମସ୍ତଙ୍କୁ ଛଡାଯିବ ନାହିଁ । ଯେଉଁମାନଙ୍କ ନାଁରେ ପୁଲିସ ମାମଲା ରୁଜ୍ଜୁ କରିଛି ସେମାନଙ୍କୁ ପୁଲିସ ହାତରେ ଦିଆଯିବ । ଅନ୍ୟମାନଙ୍କୁ ଘରକୁ ଫେରିବାକୁ ସୁଯୋଗ ଦିଆଯିବ । ଏ ସଂପର୍କରେ ଦିଲ୍ଲୀ […]

Continue Reading