#କରୋନା,_ରାଜ୍ୟରେ_ମୃତ୍ୟୁ_ସଂଖ୍ୟା_୧୫_ହେଲା  

କରୋନାରେ ଆଉ ଜଣଙ୍କର ମୃତ୍ୟୁ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫ ହେଲା

#କରୋନା,_ରାଜ୍ୟରେ_ମୃତ୍ୟୁ_ସଂଖ୍ୟା_୧୫_ହେଲା         ଭୁୁବନେଶ୍ୱର  :   ରାଜ୍ୟରେ କରୋନା କାରଣରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ଏହା ପୂର୍ବରୁ ରବିବାର ଦିନ ରାଜ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।ବିଭାଗ ପକ୍ଷରୁ କୁହା […]

Continue Reading