ଆକାଶ ଛୁଆଁ ମାଛ, ମାଂସ ଦର, ଲଗାମ ନାହିଁ ବେପାରୀଙ୍କୁ

ଆକାଶ ଛୁଆଁ ମାଛ, ମାଂସ ଦର, ଲଗାମ ନାହିଁ ବେପାରୀଙ୍କୁ

#ଆକାଶ_ଛୁଆଁ_ମାଛ,_ମାଂସ_ଦର,_ଲଗାମ_ନାହିଁ_ବେପାରୀଙ୍କୁ      କେନ୍ଦ୍ରାପଡା  :  ଲକଡାଉନ କଟକଣା ବଳବତର ଥିବାବେଳେ ମାଛ, ମାଂସ ବ୍ୟବସାୟୀ ମାନେ ମନ ଇଛା ଦର ବଢାଇ ଖାଉଟୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ପନିପରିବା ଦୋକାନ ଗୁଡିକ ଓ ହାଟ ଗୁଡିକ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବେଳେ ମାଛ, ମାଂସ ବ୍ୟବସାୟ କଟକଣା ମୁକ୍ତ ରହିଛି । ଏହାର ସୁଯୋଗ ନେଇ ଖାଉଟୀ ମାନଙ୍କୁ ଚଢା ଦର ରେ ମାଛ, ମାଂସ ବିକ୍ରୟ କରୁଥିବା ଏହି ବେପାରୀ […]

Continue Reading