ମଣ୍ଡିରୁ ଉଠୁନି ଧାନ: ବିଧାନସଭା ଅଚଳ,୧୬ଥର ମୁଲତବୀ

ମଣ୍ଡିରୁ ଉଠୁନି ଧାନ: ବିଧାନସଭା ଅଚଳ,୧୬ଥର ମୁଲତବୀ

#ମଣ୍ଡିରୁ_ଉଠୁନି_ଧାନ,_ବିଧାନସଭା_ଅଚଳ_୧୬ଥର_ମୁଲତବୀ   ଭୁବନେଶ୍ୱର : ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ବସ୍ତା ଧାନ ପଡ଼ିରହିଥିବା ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳ ଗୃହକୁ ଅଚଳ କରିଦେଇଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ବିଧାୟକମାନଙ୍କ ସହ ବୈଠକ ସତ୍ତ୍ୱେ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିନଥିଲା । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହକାର୍ଯ୍ୟ ମୋଟ୍ ୧୬ଥର ମୁଲତବୀ ହୋଇଛି ଓ ଶେଷରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ […]

Continue Reading