ସାମାଜିକ ଦୂରତ୍ୱ ବିଫଳ, ବନ୍ଦ ହେବ ଗ୍ରୋସରୀ ଦୋକାନ , ଘରେ ପହଞ୍ଚିବ ସାମଗ୍ରୀ

ସାମାଜିକ ଦୂରତ୍ୱ ବିଫଳ, ବନ୍ଦ ହେବ ଗ୍ରୋସରୀ ଦୋକାନ , ଘରେ ପହଞ୍ଚିବ ସାମଗ୍ରୀ

#ସାମାଜିକ_ଦୂରତ୍ୱ_ବିଫଳ,_ବନ୍ଦ_ହେବ_ଗ୍ରୋସରୀ_ଦୋକାନ          କେନ୍ଦ୍ରାପଡା : ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ୨୧ ଦିନିଆ ଲକ ଡାଉନ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ମଧ୍ୟ ଗ୍ରୋସରୀ ଦୋକାନ ମାନଙ୍କରେ ଅସମ୍ଭବ ଭିଡ ହେତୁ ଏହି ବ୍ୟବସ୍ଥା ବିଫଳ ହୋଇ ଥିବା ଦେଖିବାକୁ ମିଳିଛି । ଏହି ବ୍ୟତିକ୍ରମ ଜିଲ୍ଲା ପ୍ରଶାସନ ନଜରକୁ ଆସିବା ପରେ ପୈାରାଞ୍ଚଳରେ ଭିଡ ହଟାଇବା ପାଇଁ ଗ୍ରୋସରୀ ଦେକାନ ବନ୍ଦ କରାଯିବା ପାଇଁ ନିଷ୍ପତି ନିଆଯାଇଛି । କେନ୍ଦ୍ରାପଡା ଟାଉନରେ […]

Continue Reading