ଚାଲି ଚାଲି କଲିକତା ପଳାଉଥିଲେ ଶ୍ରମିକ, ପମସରାରୁ ଉଦ୍ଧାର ହେଲେ

ଚାଲି ଚାଲି କଲିକତା ପଳାଉଥିଲେ ଶ୍ରମିକ, ପମସରାରୁ ଉଦ୍ଧାର ହେଲେ

#କଲିକତା_ପଳାଉଥିଲେ_ଶ୍ରମିକ,_ପମସରାରୁ_ଉଦ୍ଧାର_ହେଲେ           ପିପିଲି  :   ( ବିଜୟ କୁମାର ମହାପାତ୍ର ) ପୁରୀରେ ଏକ ଆପାର୍ଟମେଣ୍ଟରେ କାମ କରୁଥିବା କିଛି  ଶ୍ରମିକ ଚାଲି ଚାଲି କଲିକତା ପଳାଉଥିବା ବେଳେ ସେମାନଙ୍କୁ ପୁଲିସ ଉଦ୍ଧାର କରିଛି । ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ପୁରୀର ଦେବୀଘାଟ ନିକଟରେ ପଣ୍ଡା ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି । ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମ୍ପୃକ୍ତ କଣ୍ଟ୍ରାକ୍ଟର ଖାଇବାକୁ ଦେଲେ ନାହିଁ । ଫଳରେ ସେମାନେ ବାଧ୍ୟ […]

Continue Reading