ନୂଆ ଟ୍ରାକ୍ଟର, ନୂଆ ଚାଳକ ନେଲା ୨ ଜୀବନ

ନୂଆ ଟ୍ରାକ୍ଟର, ନୂଆ ଚାଳକ ନେଲା ୨ ଜୀବନ

#ନୂଆ_ଟ୍ରାକ୍ଟର,_ନୂଆ_ଚାଳକ_ନେଲା_୨_ଜୀବନ         କେନ୍ଦ୍ରାପଡା   :  କେନ୍ଦ୍ରାପଡା ନିକିରାଇ ଥାନା ଅଧିନ କୋର ପଞ୍ଚାୟତର ପାଳକଣା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।  କିଣା ଯାଇଥିବା ଏକ ନୂଆ ଟ୍ରାକ୍ଟରକୁ ଚଳାଉଥିବା ନୂଆ ଚାଳକ ର ଅସାବଧାନତା ପାଇଁ ୨ଜଣଙ୍କର ଅକାଳ ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ଟ୍ରାକ୍ଟର ଚଳାଇବାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରମ୍ପାମୁହାଁ ପୋଲ ନିକଟରେ […]

Continue Reading