ଉତ୍ସୃଙ୍ଖଳ ଯୁବକଙ୍କ ଦୌରାତ୍ମ୍ୟ : ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ଉତ୍ସୃଙ୍ଖଳ ଯୁବକଙ୍କ ଦୌରାତ୍ମ୍ୟ : ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

#ଉତ୍ସୃଙ୍ଖଳ_ଯୁବକଙ୍କ_ଦୌରାତ୍ମ୍ୟ_ବିଡିଓ,_ତହସିଲଦାରଙ୍କୁ_ଆକ୍ରମଣ              ଯାଜପୁର  :  ( ବିଶ୍ବଜିତ ରଣା )   ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡ଼କଇଁଚି ପଂଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ କରୋନା ସ୍ଥିତି ଅନୁଧ୍ୟାନ ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଅନୁପାଳନ ସଂପର୍କରେ ରସୁଲପୁର ବ୍ଲକରେ ବିବିଧ ସ୍ଥାନକୁ ପରିଦର୍ଶନ କରିଥିଲେ । ତାଙ୍କ […]

Continue Reading