ଅଯଥା ବାହାରେ ଭ୍ରମଣ, କ୍ୱାରେନଟାଇନ୍ ହୋମକୁ ନିୟନ୍ତ୍ରଣ

ଅଯଥା ବାହାରେ ଭ୍ରମଣ, କ୍ୱାରେନଟାଇନ୍ ହୋମକୁ ନିୟନ୍ତ୍ରଣ    

#ଅଯଥା_ବାହାରେ_ଭ୍ରମଣ,_କ୍ୱାରେନଟାଇନ୍_ହୋମକୁ_ନିୟନ୍ତ୍ରଣ     ଯାଜପୁର  : ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗୁ ହୋଇଥିବା ସଟଡାଉନ୍ ଯଦିଓ ଉଠାଇ ଦିଆଯାଇଛି କିନ୍ତୁ ଲକଡାଉନ୍ ବ୍ୟବସ୍ଥା ପୂର୍ବବତ ଜାରି ରହିଛି । ସେହିପରି ବ୍ରହ୍ମବରଦା ଅଞ୍ଚଳରେ ଯେହେତୁ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେଣୁ ତାହାର ୩ କିଲୋମିଟର ପରିଧି ମଧ୍ୟରୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ତେବେ ଲକଡାଉନ ପରେ ଯେପରି ଅଧିକ ଲୋକ ଗହଳି ନହୁଏ।ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାବେଳେ ସାମାଜିକ ଦୂରତାକୁ […]

Continue Reading