ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ଡାଲି, ଆଳୁ ଏବଂ ପିଆଜ ବାଦ,କୋଲକାତା ବନ୍ଦର ହେଲା ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ଡାଲି, ଆଳୁ ଏବଂ ପିଆଜ ବାଦ,କୋଲକାତା ବନ୍ଦର ହେଲା ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ

#ଅତ୍ୟାବଶ୍ୟକ_ସାମଗ୍ରୀ_ଆଇନରୁ_ଡାଲି,_ଆଳୁ_ଓ_ପିଆଜ-ବାଦ         ନୂଆଦିଲ୍ଲୀ :      କେନ୍ଦ୍ର କ୍ୟାବିନେଟ ବୁଧବାର ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଏହା ଫଳରେ ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷକମାନେ ନିଜ କୃଷିଜାତ ସାମଗ୍ରୀରୁ ଅଧିକ ଲାଭ ପାଇପାରିବେକୃଷକମାନେ ଏଣିକି ସେମାନଙ୍କର ଉତ୍ପାଦକୁ ମଣ୍ଡି ବ୍ୟତୀତ ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରିପାରିବେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ଅନେକ […]

Continue Reading