କାଳବୈଶାଖୀ ସମ୍ଭାବନା : ୯ ଜିଲ୍ଲାକୁ ଅରେଞ୍ଜ ,୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କାଳବୈଶାଖୀ ସମ୍ଭାବନା : ୯ ଜିଲ୍ଲାକୁ ଅରେଞ୍ଜ ,୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

#୯_ଜିଲ୍ଲାରେ_ଅରେଞ୍ଜ_୧୫_ଜିଲ୍ଲାରେ_ ୟେଲୋ_ୱାର୍ଣ୍ଣିଂ_ଜାରି              ଭୁବନେଶ୍ୱର :  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ଏବଂ ପ୍ରବଳ ବେଗରେ ପବନ ବୋହିପାରେ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୫ଟି […]

Continue Reading