ଖରିଫ ଋତୁରେ ରାଜ୍ୟରେ ମୋଟ ୯୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ

ଖରିଫ ଋତୁରେ ରାଜ୍ୟରେ ମୋଟ ୯୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ

#୯୬_ଲକ୍ଷ_ମେଟ୍ରିକ୍_ଟନ୍_ଖାଦ୍ୟଶସ୍ୟ_ଉତ୍ପାଦନର_ଲକ୍ଷ୍ୟ                ଭୁବନେଶ୍ୱର  : ଚଳିତ ଖରିଫ ଋତୁ କାର୍ଯ୍ୟକ୍ରମରେ ରାଜ୍ୟରେ ମୋଟ ୯୬ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍-୧୯ […]

Continue Reading