୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୁଲିସ

୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୁଲିସ

#୮_ଶ୍ରମିକଙ୍କୁ_କ୍ୱାରେଣ୍ଟାଇନରେ_ରଖିଲା_ପୁଲିସ      ରାୟଗଡ଼ା: ଭୋର୍ ୩ଟାରୁ କୋରାପୁଟ ଜିଲ୍ଲା ଦାମନଯୋଡ଼ିରୁ ବାହାରିଥିଲେ ଗାଁ ଅଭିମୁଖେ। ସକାଳେ ଟାଉନ୍ ଥାନା ପୁଲିସ୍ ହାବୁଡ଼ରେ ପଡ଼ିଲେ। ପଚରା ଉଚରା ପରେ ମେଡ଼ିକାଲ୍ ନେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଛି ଜିଲ୍ଲା ପୁଲିସ। ସମସ୍ତ ଶ୍ରମିକଙ୍କ ଘର ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ। ଦାମନଯୋଡ଼ି ଅଞ୍ଚଳରେ ବିଭିନ୍ନ କାମଧନ୍ଧାରେ ମୁତୟନ ଥିବା ଏହି ଶ୍ରମିକମାନେ ଲକଡାଉନ୍ ଯୋଗୁ ଫସି ରହିଥିଲେ। ଦୀର୍ଘ ୧ ମାସ ହେଲା ବହୁ ଅସୁବିଧାର ସମ୍ମୁଖୀନ […]

Continue Reading