୭୦୦ ବୋତଲ ଦେଶୀ ମଦ ଜବତ, ବେପାରୀ ଗିରଫ

୭୦୦ ବୋତଲ ଦେଶୀ ମଦ ଜବତ, ବେପାରୀ ଗିରଫ

#୭୦୦_ବୋତଲ_ଦେଶୀ_ମଦ_ଜବତ       କେନ୍ଦ୍ରାପଡା   :   କରୋନାର ଲକ ଡାଉନରେ ଜନ ସାଧାରଣ ଅସ୍ତବ୍ୟସ୍ତ ଥିବାବେଳେ କେତେକ ଚୋରା ମଦ ବେପାରୀ ଚଳଚଂଚଳ ହୋଇ ପଡିଛନ୍ତି ।ଏହି ମଦ ବେପାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ଥାଇ ମଦ କାରବାର କୁ ଦୁଇ ଗୁଣିତ କରିଛନ୍ତି । ସ୍ଥାନୀୟ ଲୋକ ଏ ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଅବକାରୀ ବିଭାଗକୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ବିଭାଗ […]

Continue Reading