୫ ଦିନ ଯାଏଁ ଓଡିଶାରେ ରହିବ କାଳବୈଶାଖୀର ପ୍ରଭାବ

୫ ଦିନ ଯାଏଁ ଓଡିଶାରେ ରହିବ କାଳବୈଶାଖୀର ପ୍ରଭାବ

#୫_ଦିନ_ଯାଏଁ_ଓଡିଶାରେ_ରହିବ_କାଳବୈଶାଖୀର_ପ୍ରଭାବ         ଭୁବନେଶ୍ୱର   : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ । ଏହାର ପ୍ରଭାବରେ ବିଜୁଳି , ଘଡଘଡି ସହ ବର୍ଷା ଏବଂ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ୩୧ ତାରିଖରେ ଉତ୍ତର ଓଡିଶା , ଦକ୍ଷିଣ ଉପକୂଳବର୍ତ୍ତି ଜିଲ୍ଲାର ଅନେକ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର ଅଳ୍ପ କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖାଯିବ । ଏହାସହ ଘଂଟା […]

Continue Reading