୫ ଦଫା ଦାବି ନେଇ ଆଶା ସାଥିଙ୍କ ବିକ୍ଷୋଭ

୫ ଦଫା ଦାବି ନେଇ ଆଶା ସାଥିଙ୍କ ବିକ୍ଷୋଭ

#୫_ଦଫା_ଦାବି_ନେଇ_ଆଶା_ସାଥିଙ୍କ_ବିକ୍ଷୋଭ    କେନ୍ଦ୍ରାପଡା : ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶା ସାଥି ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ଆଶା ସାଥି ୫ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।୨୦୦୬ ମସିହାଠାରୁ ଆଶା ଭାବେ କାର୍ଯ୍ୟ କରି ୨୦୧୩ ମସିହାରୁ ଆଶା ସାଥି ଭାବେ କାର୍ଯ୍ୟ କରି ଆସୁଥିବା ଏହି ସାଥି ମାନଙ୍କୁ କେନ୍ଦ୍ର ସରକାର ୨୦୧୮-୧୯ ମସିହାଠାରୁ ୫ ହଜାର […]

Continue Reading