୫ ଜିଲ୍ଲାରେ ପ୍ରବଳ ବର୍ଷିବ

୫ ଜିଲ୍ଲାରେ ପ୍ରବଳ ବର୍ଷିବ

#୫_ଜିଲ୍ଲାରେ_ପ୍ରବଳ_ବର୍ଷିବ  ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ଯାଏ ଓଡ଼ିଶାର କୋଷ୍ଟାଲ ଜିଲ୍ଲାର ବହୁ ସ୍ଥାନରେ ବର୍ଷା ହୋଇପାରେ। ତା’ଛଡ଼ା ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହେବ। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଅଜୟ କୁମାର ନାୟକ କହିଛନ୍ତି।ସେ କହିଛନ୍ତି,“ ପ୍ରବଳ ବର୍ଷା ନେଇ ଆଜିଠୁ ଆସନ୍ତାକାଲି ଯାଏ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି। […]

Continue Reading