୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ

୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ

#୫୦_ଲକ୍ଷ_ଟଙ୍କା_ସହାୟତା_ରାଶିରେ_ସାମିଲ_ହେଲେ_ସରପଞ୍ଚ            ଭୁବନେଶ୍ୱର : ସରପଞ୍ଚମାନେ ମଧ୍ୟ ଆଗ ଧାଡ଼ିର କୋଭିଡ୍‌‌ ଯୋଦ୍ଧା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ସରପଞ୍ଚ ମାନଙ୍କୁ ନେଇଏକ ବଡ଼ ଘୋଷଣା କରିଛନ୍ତି । ଗ୍ରାମପଞ୍ଚାୟତରେ ସଂଗରୋଧ କେନ୍ଦ୍ର ପରିଚାଳନା କରୁଥିବାରୁ ସରପଞ୍ଚମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ଅନ୍ତର୍ଭୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡ଼ିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ […]

Continue Reading