ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍
#୪_ଜିଲ୍ଲାରେ_ଜୁଲାଇ_୩୧_ଯାଏଁ_ଲକ୍_ଡାଉନ୍ ଭୁୁବନେଶ୍ୱର : ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମ ଅଂଚଳରେ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲି (ଶୁକ୍ରବାର) ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲକ୍ଡାଉନ୍ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତେବେ ସାମଗ୍ରୀ ପରିବହନ ଓ ଆର୍ôଥକ ଗତିବିଧି ସମେତ ଅତ୍ୟାବଶ୍ୟକ […]
Continue Reading