୪୦୦ ଜିଲ୍ଲାରେ କରୋନା ପ୍ରବେଶ କରିପାରିନାହିଁ

୪୦୦ ଜିଲ୍ଲାରେ କରୋନା ପ୍ରବେଶ କରିପାରିନାହିଁ

#୪୦୦_ଜିଲ୍ଲାରେ_କରୋନା_ପ୍ରବେଶ_କରିପାରିନାହିଁ            ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସ୍ଥିତି ସଂପର୍କରେ କେତେକ ସକାରାତ୍ମକ ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ସେ କହିଛନ୍ତି ଯେ ଦେଶରେ ଏବେ ବି ୪୦୦ ଟି ଜିଲ୍ଲାରେ ଜଣେ ବି କରୋନା ସଂକ୍ରମିତ ନାହାନ୍ତି । ତେବେ ଆସନ୍ତା ୨-୩ ସପ୍ତାହ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଭାରତ ବିଶ୍ୱର କେତୋଟି ପ୍ରଥମ ଦେଶ ଭାବେ କରୋନା ଭାଇରସ […]

Continue Reading