୩ ମଇ ଯାଏ ବଢିଲା ଲକ ଡାଉନ , ୨୦ ଏପ୍ରିଲରୁ କିଛି କ୍ଷେତ୍ର ସର୍ତ୍ତମୂଳକ କୋହଳ ହେବ

୩ ମଇ ଯାଏ ବଢିଲା ଲକ ଡାଉନ , ୨୦ ଏପ୍ରିଲରୁ କିଛି କ୍ଷେତ୍ର ସର୍ତ୍ତମୂଳକ କୋହଳ ହେବ

#୩_ମଇ_ଯାଏ_ବଢିଲା_ଲକ_ଡାଉନ         ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର  ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମହାମାରୀରୁ ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ଲକ ଡାଉନକୁ ଆଗାମୀ ମଇ ମାସ ୩ ତାରିଖ ଯାଏ ବଢା ଯିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସେ ସ୍ପଷ୍ଟ କରିଛନ୍ତି ଯେ କରୋନା ସଂକ୍ରମଣରୁ ବର୍ତି ଥିବା ଅଂଚଳ ମାନଙ୍କର ଆଗାମୀ ୨୦ ଏପ୍ରିଲରୁ ଲକ ଡାଉନରେ ସର୍ତମୂଳକ ରିହାତି ଦିଆ ଯାଇ ପାରେ । ଏ […]

Continue Reading