୩ ବରିଷ୍ଠ ସଚିବଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଦାୟିତ୍ବ ଦେଲେ ରାଜ୍ୟ ସରକାର

୩ ବରିଷ୍ଠ ସଚିବଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଦାୟିତ୍ବ ଦେଲେ ରାଜ୍ୟ ସରକାର

#୩_ବରିଷ୍ଠ_ସଚିବଙ୍କୁ_ଭଦ୍ରକ,_ବାଲେଶ୍ୱର_ଓ_ଯାଜପୁର_ଜିଲ୍ଲା_ଦାୟିତ୍ବ              ଭୁବନେଶ୍ବର  : ରାଜ୍ୟର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଏହି ତିନୋଟି ଜିଲ୍ଲାରୁ ଅଧିକ କରୋନା ପଜିଟିଭ ବାହାରିବାରୁ ୩ ଜଣ ବରିଷ୍ଠ ସଚିବଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତିନି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ତିନି […]

Continue Reading