୩୭ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି

୩୭ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି

#୩୭_ଲିଟର_ରନ୍ଧା_ଦେଶୀ_ମଦ_ଜବତ_କରାଯାଇଛି          ବ୍ରହ୍ମପୁର   :  ସମଗ୍ର ବିଶ୍ଵ ମହାମାରୀ କରୋନା ଯୋଗୁଁ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଲକଡାଉନ କଟକଣା ଜାରି ରହିଛି । କିନ୍ତୁ ଏହି ଲକଡାଉନର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବର୍ଗର ଯୁବକ ମାନେ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧିନସ୍ଥ ଗ୍ରାମାଞ୍ଚଳ ଗୁଡିକରେ ପ୍ରସ୍ତୁତ ହେଉଥିବା ବେଆଇନ ରନ୍ଧାମଦକୁ କମ ଦରରେ କିଣି ମଦ ବେପାରୀ ମାନେ ଜିଲ୍ଲାର ପ୍ରମୁଖ ସହର ଗୁଡିକୁ ଚୋରାଚାଲାଣ କରି ଗ୍ରାହକମାନଙ୍କୁ […]

Continue Reading