୩୬ ଘଣ୍ଟା ପାଣି ଘେରରେ ରହିଲେ ୧୩ନଂ ୱାର୍ଡ ବାସିନ୍ଦା

୩୬ ଘଣ୍ଟା ପାଣି ଘେରରେ ରହିଲେ ୧୩ନଂ ୱାର୍ଡ ବାସିନ୍ଦା

#୩୬_ଘଣ୍ଟା_ପାଣି_ଘେରରେ_ରହିଲେ_୧୩ନଂ_ୱାର୍ଡ_ବାସିନ୍ଦା       କେନ୍ଦ୍ରାପଡା   : କେନ୍ଦ୍ରାପଡା ପୈାରାଂଚଳ ଅଧିନ ୧୩ନଂ ୱାର୍ଡ ବାସିନ୍ଦା ମାନେ ୩୬ ଘଣ୍ଟା ପାଣି ଘେରରେ ରହିଥିବା ଅଭିଯୋଗ କରିଛନ୍ତି । ଅମ୍ପାନ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ହେବା ଫଳରେ କେନ୍ଦ୍ରାପଡା ସହର ର ଏହି ତଳିଆ ଅଂଚଳଟି ପାଣିରେ ବୁଡି ଯାଇଥିଲା । ଡ୍ରେନେଜ ସିଷ୍ଟମ ଫେଲ ମାରି ଥିବାରୁ ବର୍ଷା ଜଣ ନିଷ୍କାସିତ ହୋଇ ନପାରି ୱାର୍ଡ ବାସିନ୍ଦା ଙ୍କୁ ପାଣି ଘେରରେ ରଖିଥିଲା । ତେବେ […]

Continue Reading