୩୫ ଦିନ ଧରି ବିପନ୍ନଙ୍କୁ ଦିଆଯାଉଛି ମଧ୍ୟାହ୍ନଭୋଜନ

୩୫ ଦିନ ଧରି ବିପନ୍ନଙ୍କୁ ଦିଆଯାଉଛି ମଧ୍ୟାହ୍ନଭୋଜନ

#୩୫_ଦିନ_ଧରି_ବିପନ୍ନଙ୍କୁ_ଦିଆଯାଉଛି_ମଧ୍ୟାହ୍ନଭୋଜନ           ବାଲିଚନ୍ଦ୍ରପୁର : ୩୫ଦିନ ହେଲା ପ୍ରତିଦିନ ମଧ୍ୟାହ୍ନରେ ଅସହାୟ ଓ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ବିପର୍ଯ୍ୟୟ ସମୟରେ ବିଭିନ୍ନ ରାସ୍ତାଘାଟ, ବସ୍ତି ଅଂଚଳ, ଜରାନିବାସ, ଅନାଥାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଅଂଚଳର ସାମାଜିକ ସେବା ସଂଗଠନ ଶପଥ ପକ୍ଷରୁ ନିରବଚ୍ଛିନ୍ନ ଭାବେ ସ୍ୱେଚ୍ଛାସେବୀମାନେ ନିଜେ ରାନ୍ଧି ସେମାନଙ୍କୁ ଖାଦ୍ୟ, ପାଣି ପ୍ୟାକେଟ ଏବଂ କେତେକ ସ୍ଥାନରେ ମାସ୍କ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି । ଅନୁଷ୍ଠାନର ସଭାପତି […]

Continue Reading