‘ଅମ୍ପନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

‘ଅମ୍ପନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

#୩୪_ଲକ୍ଷ_ବିଦ୍ୟୁତ୍_ଉପଭୋକ୍ତା_ପ୍ରଭାବିତ      ଭୁବନେଶ୍ୱର  : ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ବିଷ୍ଣୁପଦ ସେଠୀ । ସେ କହିଛନ୍ତି, ମୋଟ ୩୪ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ନେସ୍କୋ ଅଧିନରେ ଥିବା ୧୫ ଲକ୍ଷ ଉପଭୋକ୍ତା, ସେସୁର ଅଧିନରେ ଥିବା ୧୭ ଲକ୍ଷ ଉପଭୋକ୍ତା ଏବଂ ସାଉଥକୋ ଅଧିନରେ ଥିବା ୧ ଲକ୍ଷ ୬୦ ହଜାର ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଶ୍ରୀ ସେଠୀ […]

Continue Reading