୩ ମାସର ବିଜୁଳି ଶୁଳ୍କ ଛାଡ ଓ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଦାବି

୩ ମାସର ବିଜୁଳି ଶୁଳ୍କ ଛାଡ ଓ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଦାବି

#୩ମାସର_ବିଜୁଳି_ଶୁଳ୍କ_ଛାଡ_ଓ_୨୦୦_ୟୁନିଟ_ଯାଏ_ମାଗଣା_ବିଜୁଳି_ଦାବି            ଭୁବନେଶ୍ୱର  : ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (O. E. R. C) ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଜୁଳି ଦର ଅପରିବର୍ତ୍ତିତ ରଖିଛନ୍ତି l ବିଭିନ୍ନ ବିଜୁଳି ଉତ୍ପାଦକ ଓ ବିତରଣ କମ୍ପାନୀମାନେ ଶୁଳ୍କ ବଢାଇବା ପାଇଁ ଯେଉଁ ଆବେଦନ କରିଥିଲେ ତାହାକୁ ଆୟୋଗ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି l କରୋନା ସଂକ୍ରମଣ ଦୂର ହେଲା ପରେ ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରସ୍ତାବକୁ  ବିଚାରକୁ ନିଆଯାଇ ପାରେ ବୋଲି ଆୟୋଗ ଏକ […]

Continue Reading