୩ ଦିନ ପାଇଁ ଆସୁଥିଲେ କ୍ୱାରାଂଟାଇନ୍ ଅନାବଶ୍ୟକ

୩ ଦିନ ପାଇଁ ଆସୁଥିଲେ କ୍ୱାରାଂଟାଇନ୍ ଅନାବଶ୍ୟକ

#୩ଦିନ_ପାଇଁ_ଆସୁଥିଲେ_କ୍ୱାରାଂଟାଇନ୍_ଅନାବଶ୍ୟକ         ଭୁବନେଶ୍ୱର   : ସରକାରୀ କର୍ମଚାରୀ, ବୃତ୍ତିଗତ କୁଶଳୀ ବ୍ୟକ୍ତି, ବ୍ୟବସାୟୀ ବା ଅନ୍ୟ କୌଣସି ବ୍ୟକ୍ତି ଯଦି ଓଡ଼ିଶାକୁ କାର୍ଯ୍ୟ ଉଦ୍ଦେଶ୍ୟରେ ଆସୁଛନ୍ତି ଏବଂ ତିନି ଦିନ ମଧ୍ୟରେ ଓଡ଼ିଶାରୁ ଫେରିଯିବାକୁ ସ୍ଥିର କରିଛନ୍ତି, ତେବେ ସେ କ୍ୱାରାଂଟାଇନରେ ରହିବା ଆବଶ୍ୟକ ନାହିଁ । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସେହିପରି ସରକାରୀ କର୍ମଚାରୀ, ବୃତ୍ତିଗତ କୁଶଳୀ ବ୍ୟକ୍ତି, ବ୍ୟବସାୟୀ ବା ଅନ୍ୟ ଯେ କୌଣସି […]

Continue Reading