୨ ମାସରେ ୩ ଜିଲ୍ଲାରେ ପ୍ରତିଷ୍ଠା ହେବ କୋବାସ ମେସିନ୍

୨ ମାସରେ ୩ ଜିଲ୍ଲାରେ ପ୍ରତିଷ୍ଠା ହେବ କୋବାସ ମେସିନ୍

#୨_ମାସରେ_୩_ଜିଲ୍ଲାରେ_ପ୍ରତିଷ୍ଠା_ହେବ_କୋବାସ_ମେସିନ୍             ଭୁବନେଶ୍ୱର  : ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଶଯ୍ୟା ବ୍ୟବସ୍ଥା କରିବାକୁ ହେବ, ଆଇସୋଲେସନ୍ ବେଡ୍ ଖଞ୍ଜା ଯିବ, ସେଥିପାଇଁ କାମ ହେଉଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ଦିନକୁ ୨୫୦୦ ନମୁନା ପରୀକ୍ଷା ହୋଇପାରୁଛି । କୋରାପୁଟ, ବଲାଙ୍ଗୀର ଓ ବାଲେଶ୍ୱରରେ ଆଗାମୀ ୨ ମାସ ମଧ୍ୟରେ ୩ଟି କୋବାସ ମେସିନ ଲାଗିବ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ […]

Continue Reading