୨୧ ଲିଟର ରନ୍ଧା ଦେଶୀ ମଦ ଜବତ

୨୧ ଲିଟର ରନ୍ଧା ଦେଶୀ ମଦ ଜବତ

#୨୧_ଲିଟର_ରନ୍ଧା_ଦେଶୀ_ମଦ_ଜବତ         ଦିଗପହଣ୍ଡି  :  ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ସଦଳବଳେ ଭୀଷ୍ମଗିରୀ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ  ବିଳମ୍ବିତ ରାତ୍ରୀରେ ଚଢ଼ାଉ କରି ୩ଜଣଙ୍କ ନିକଟରୁ ୨୧ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଆଙ୍କରୋଡ଼ା ଗ୍ରାମର ଗଗନ ସେଠୀ ଓ ବିଜୟ ସେଠୀ ଏବଂ ଶେରଗଡ଼ ଗ୍ରାମର ରଘୁନାଥ ଦାସ ରଘୁନାଥ ଭୀଷ୍ମଗିରୀ ଗ୍ରାମର ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ସେମାନେ ଭୀଷ୍ମଗିରୀ ଗ୍ରାମ […]

Continue Reading