ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

#୨୦_ଲକ୍ଷ_କୋଟି_ଟଙ୍କାର_ଆର୍ଥିକ_ପ୍ୟାକେଜ_ଘୋଷଣା_କଲେ_ପ୍ରଧାନମନ୍ତ୍ରୀ        ନୂଆଦିଲ୍ଲୀ  :  ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଧ୍ୟାରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଆଜି ଘୋଷିତ ଆର୍ଥିକ ପ୍ୟାକେଜର ମୋଟ ରାଶି ୨୦ ଲକ୍ଷ କୋଟି ଟଙ୍କାର । ଶ୍ରମିକ, ଚାଷୀ, ମଧ୍ୟ ବର୍ଗ, ବ୍ୟବସାୟୀ ଓ ଉଦ୍ୟମୀ ବର୍ଗ […]

Continue Reading