ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

#୨୦୦୦_ଲିଟର_କିରୋସିନ_ଜବତକଲେ_ଗ୍ରାମବାସୀ              ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତେନ୍ତୁଳିବେଳରି ନଗରପଡ଼ାରେ କିରୋସିନ ଚୋରା ଚାଲାଣ ବେଳେ ଗ୍ାମବାସୀ ୨୦୦୦ଲିଟର ଧରିଛନ୍ତି। ଜିଲ୍ଲାରେ କିଛି ଦିନ ହେବ କିରୋସିନ ଚୋରା ଚାଲାଣ ହେଉଥିବାରଅଭିଯୋଗ ଶୁଣିବାକୁ ମିଳୁଥିଲା। ହେଲେ ଗତ ରାତିରେ ଅନ୍ଧାରର ସୁଯୋଗ ନେଇ ଚୋରା ଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ନଜରରେ ଧରାପଡିଛି। ଏକ ଗାଡ଼ିରେ ୮ ଟା ବ୍ୟାରେଲ ଓ ୩ ଟି ଜାରରେ ପାଖାପାଖି ୨୦୦୦ ଲିଟର କିରୋସିନ ପଡିଛି । ଏତେ ପରିମାଣରେ […]

Continue Reading