ଓଡ଼ିଶା, ଆନ୍ଧ୍ର‌ପ୍ରଦେଶ,ବିହାର ଓ ଗୋଆରେ ପ୍ରବଳ ବର୍ଷା

୧୯ରେ ବଙ୍ଗୋପସାଗରରେ ଲଘୁଚାପ

#୧୯ରେ_ବଙ୍ଗୋପସାଗରରେ_ଲଘୁଚାପ        ଭୁବନେଶ୍ୱର  :  ଆସନ୍ତା ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭବନା ରହିଛି । ସେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତତ୍ସଂଲଗ୍ନ ଅଂଚଳ ଉପରେ ଥିବା ଘୂର୍ଣ୍ଣିବଳୟ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ଏହାର ପାର୍ଶ୍ୱବର୍ତୀ ଅଂଚଳ ଉପରେ ରହିବା ସହ ଦକ୍ଷିଣ ପୂର୍ବ ଉତରପ୍ରଦେଶ […]

Continue Reading