୧୮ ହଜାର ବରିଷ୍ଠ ନାଗରିକ ପାଇବେ କରୋନା କିଟସ୍

୧୮ ହଜାର ବରିଷ୍ଠ ନାଗରିକ ପାଇବେ କରୋନା କିଟସ୍

#୧୮_ହଜାର_ବରିଷ୍ଠ_ନାଗରିକ_ପାଇବେ_କରୋନା_କିଟସ୍               କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ କରୋନା ସଂପର୍କିତ କିଟସ୍ ବଣ୍ଟନ କରାଯିବ । ଏହି କିଟସ୍ ରେ ହାତଧୁଆ ସାବୁନ୍ ୨ଟି ମାକ୍ସ, କମଳା ଲେମ୍ବୁ, କାଗାଜି ଲେମ୍ବୁ, ଲେମ୍ବୁଗଛ ଚାରା, ପିଜୁଳି ଚାରା, ଗ୍ଲୁକୋଜ ପ୍ୟାକେଟ,ଓଆରଏସ ପାଉଡର ଓ କରୋନା କୋଭିଡ-୧୯ ସଂପର୍କିତ ଲେଖାଥିବା ଏକ ଲିଫଲେଟ ଓ ସଚେତନତା ବାର୍ତ୍ତା ଲେଖା ସବୁ ରହିଥିବା ଜଣା ପଡିଛି । […]

Continue Reading