୧୬ ସନ୍ଧ୍ୟାରେ ସାମୁଦ୍ରିକଝଡର ରୂପ ନେବ ଅବପାତ ,୧୮-୧୯ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

୧୬ ସନ୍ଧ୍ୟାରେ ସାମୁଦ୍ରିକଝଡର ରୂପ ନେବ ଅବପାତ ,୧୮-୧୯ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

#୧୬_ସନ୍ଧ୍ୟାରେ_ସାମୁଦ୍ରିକଝଡର_ରୂପ_ନେବ_ଅବପାତ       ଭୁବନେଶ୍ୱର  :  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁ·ପବଳୟ ବର୍ତମାନ ଘନୀଭୂତ ହୋଇ ୱେଲ ମାର୍କଡ୍ ଲୋ ପ୍ରେସର ର ରୂପ ନେଇଛି । ଏହା ଘନୀଭୂତ ହୋଇ ଆସନ୍ତା କାଲି (୧୫ ତାରିଖ) ବେଳକୁ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ ଅବପାତ ର ରୂପ ନେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ମଇ ତାରିଖ ସନ୍ଧ୍ୟା […]

Continue Reading