୧୫ ଜିଲ୍ଲାରୁ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

୧୫ ଜିଲ୍ଲାରୁ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

#୧୫_ଜିଲ୍ଲାରୁ_ସୁସ୍ଥ_ହେଲେ_୯୯_କରୋନା_ଆକ୍ରାନ୍ତ         ଭୁବନେଶ୍ୱର   : ରାଜ୍ୟରେ ସୋମବାର ଦିନ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫ ଜିଲ୍ଲାରୁ ୯୯ ଜଣ ସୁସ୍ଥ ହେବା ପରେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ୯୯ ଜଣ ସୁସ୍ଥଙ୍କ ମଧ୍ୟରୁ ଯାଜପୁରର ସର୍ବାଧିକ ୧୬ଜଣ ରହିଛନ୍ତି । ସେହିପରି […]

Continue Reading