୧୫୩ଜଣ ସୁରଟ ଓ ପଶ୍ଚିମବଙ୍ଗ ଫେରନ୍ତା ଙ୍କ ସ୍ୱାବ ଗଲା ପରୀକ୍ଷା ପାଇଁ

୧୫୩ଜଣ ସୁରଟ ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସ୍ୱାବ ଗଲା ପରୀକ୍ଷା ପାଇଁ

#୧୫୩ଜଣ_ସୁରଟ_ଓ_ପଶ୍ଚିମବଙ୍ଗ_ଫେରନ୍ତାଙ୍କ_ସ୍ୱାବ_ଗଲା_ପରୀକ୍ଷା_ପାଇଁ       କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୩ ଜଣ ସୁରଟ ଓ  ପଶ୍ଚିମବଙ୍ଗ ଫେରନ୍ତାଙ୍କ ସ୍ୱାବ ନମୁନା ବୁଧବାର ପରୀକ୍ଷା ପାଇଁ ପଠା ଯାଇଛି । ଏହି ବ୍ୟକ୍ତି ମାନେ ଗୁଜୁରାଟର ସୁରଟ ଓ ପଶ୍ଚିମବଙ୍ଗର କଲିକତା ପ୍ରଭୃତି ସହର ରେ ରହି କିଛିଦିନ ପୂର୍ବରୁ ଜିଲ୍ଲାକୁ ଫେରିଥିଲେ । ସଂଗରୋଧ ଶୀବିର ରେ ରହିଥିଲେ ମଧ୍ୟ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଏହି ବ୍ୟକ୍ତିମାନେ ମଧୁମେୟ, ଉଚ୍ଚ ରକ୍ତଚାପ, କାଶ, ଥଣ୍ଡା, […]

Continue Reading