୧୩ରୁ ଡିଗ୍ରୀ କଲେଜରେ ଅନଲାଇନ କ୍ଲାସ

୧୩ରୁ ଡିଗ୍ରୀ କଲେଜରେ ଅନଲାଇନ କ୍ଲାସ

#୧୩ରୁ_ଡିଗ୍ରୀ_କଲେଜରେ ଅନଲାଇନ କ୍ଲାସ        ଭୁୁବନେଶ୍ୱର  :   ଆଗାମୀ ୧୩ ତାରିଖ ଠାରୁ କଲେଜ ପିଲାଙ୍କର ଅନଲାଇନ କ୍ଲାସ ଆରମ୍ଭ ହେବ । ଏଥି ନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ପିଲା ମାନେ ହ୍ୱାଟସ ଆପରେ ପଢିବେ । ମେଲରେ ଶିକ୍ଷକ ମାନେ ନୋଟସ ଦେବେ । ହ୍ୱାଟସ ଆପରେ ପିଲା ମାନଙ୍କର ଗ୍ରୁପ ହେବ । ପିଲା ମାନଙ୍କ […]

Continue Reading