୧୦ ଜିଲ୍ଲାରେ ଜାରି ରହିବ ଦୁଇ ଦିନିଆ ସଟ୍ ଡାଉନ୍

୧୦ ଜିଲ୍ଲାରେ ଜାରି ରହିବ ଦୁଇ ଦିନିଆ ସଟ୍ ଡାଉନ୍

#୧୦_ଜିଲ୍ଲାରେ_ଜାରି_ରହିବ_ଦୁଇ_ଦିନିଆ_ସଟ୍_ଡାଉନ୍         ଭୁବନେଶ୍ୱର   :  ଅଧିକ କରୋନା ଆକ୍ରାନ୍ତ ଥିବା୧୦ ଜିଲ୍ଲାକୁ ଜୋନ୍ -୧ ଭାବେ ବିଭକ୍ତ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା । ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ ଡାଉନ୍ ପାଳନ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି […]

Continue Reading