୧୦୪ ଆମ୍ବୁଲାନ୍ସ ଚାଳକଙ୍କୁ ଦିଆଯିବ ତାଲିମ

#୧୦୪_ଆମ୍ବୁଲାନ୍ସ_ଚାଳକଙ୍କୁ_ଦିଆଯିବ_ତାଲିମ     କେନ୍ଦ୍ରାପଡା   :  କୋଭିଡ-୧୯ କରୋନା ସଂକ୍ରମିତଙ୍କୁ ଚିକିତ୍ସାଳୟ କୁ ନେବା ଆଣିବା କରିବା ରେ ନିଯୁକ୍ତ ଥିବା ୧୦୪ ଆମ୍ବୁଲାନ୍ସର ଚାଳକ ମାନେ ସ୍ୱତନ୍ତ୍ର ତାଲିମ ଗ୍ରହଣ କରିବେ । ସଂକ୍ରମିତଙ୍କ ଠାରୁ ନିଜକୁ ସୁରକ୍ଷିତ ଭାବେ ରଖି ସତର୍କତା ପଦକ୍ଷେପ ମୂଳକ ଆତ୍ମ ସୁରକ୍ଷା ସହ କିଭଳି ରୋଗୀ ମାନଙ୍କୁ ନେବା ଅଣିବା କରାଯାଇ ପାରିବ ସେ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଅଯିବ । କରୋନା ସଂକ୍ରମିତ ମାନଙ୍କୁ ବହନ […]

Continue Reading