ହୋମ୍ କ୍ୱାରେଣ୍ଟାଇନ୍ ସମୟରେ ଅଲଗା ରହିବେ ପ୍ରବାସୀ

ହୋମ୍ କ୍ୱାରେଣ୍ଟାଇନ୍ ସମୟରେ ଅଲଗା ରହିବେ ପ୍ରବାସୀ

#ହୋମ୍_କ୍ୱାରେଣ୍ଟାଇନ୍_ସମୟରେ_ଅଲଗା_ରହିବେ_ପ୍ରବାସୀ          ଭୁବନେଶ୍ୱର  :  ଓଡିଶାକୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ନିୟମ ଅନୁଯାୟୀ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବାକୁ ବାଧ୍ୟହେବେ । ସରକାରୀ ସଂଗରୋଧ କେନ୍ଦ୍ରରେ ୨୧ ଦିନ ଏବଂ ୭ ଦିନ ନିଜ ଘରେ ସଂଗରୋଧରେ ରହିବେ । ଘରେ ସଙ୍ଗରୋଧରେ ରହିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସତର୍କତା ପାଳନ କରିବାକୁ ପଡ଼ିବ ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗ୍ଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିମାନେ […]

Continue Reading