ହେଲ୍ପ ଏଜ ଓଡ଼ିଆ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ

ହେଲ୍ପ ଏଜ ଓଡ଼ିଆ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ

#ହେଲ୍ପ_ଏଜ_ଓଡ଼ିଆ_ତରଫରୁ_କରୋନା_ଯୋଦ୍ଧା_ମାନଙ୍କୁ_ସମ୍ବର୍ଦ୍ଧିତ              ରମ୍ଭା   : କରୋନାର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ହେଉ କିମ୍ବା ବ୍ୟକ୍ତିଗତ ଭାବେ ସମସ୍ତେ ନିଜ ନିଜ କ୍ଷମତା ଅନୁଯାୟୀ ସହଯୋଗର ହାତ ବଢାଇଛନ୍ତି। ଏହାରି ଭିତରେ ଭୂବନେଶ୍ୱର ସ୍ଥିତ ଓଡ଼ିଶାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଏଜ ଓଡ଼ିଆ ମଧ୍ୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ତାର ସହଯୋଗର କାର୍ଯ୍ୟକ୍ରମ ଚାଲୁରଖିଛି।ଯେପରିକି ରନ୍ଧା ଖାଦ୍ୟ ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ, ସାବୁନ, ସାନିଟାଇଜର ଓ ମାସ୍କ ବଣ୍ଟନ ସହିତ ସଚେତନ […]

Continue Reading